ବେ ବରାଦିତ୍
ଦେଖଣା
ବେ ବରାଦିତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ -(ଫାରାସୀ - ବେ—ବରାଅର୍ଦ୍ଦ)
[ସମ୍ପାଦନା]- ୧. ବ୍ୟବସ୍ଥାହୀନ —୧. Unmethodical; without proper arrangement.
- ୨. ଯାହା କର୍ମ ବା ଭାଗ୍ୟରେ ନାହିଁ —୨. Not pre-ordained.
- ୩. ପୂର୍ବରୁ ବ୍ୟବସ୍ଥା କରା ଯାଇ ନ ଥିବା — ୩. Without pre-arrangement.
- ୪. ଯାହା ପୂର୍ବରୁ ଆଦେଶ ଦିଆ ଯାଇ ନାହିଁ —୪. Not previously ordered for.