Jump to content

ବେ ଭୋଳ

ଉଇକିଅଭିଧାନ‌ରୁ

ବେ ଭୋଳ

ଉଚ୍ଚାରଣ

[ସମ୍ପାଦନା]
(ବେଭୋଳା—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିହ୍ୱଳ —Bewildered.

[ଉ— ଗାବନ୍ତି ବାବନ୍ତି ନୃତ୍ୟନ୍ତି ବାଳା, ଉନ୍ନଦ ମଦନଶରେ ବେଭୋଳା—ପ୍ରାଚୀ. ରହସ୍ୟମଞ୍ଜରୀ]