Jump to content

ବେ ମଉକା

ଉଇକିଅଭିଧାନ‌ରୁ

ବେ ମଉକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେମୁ[ମୋ]କା,ବେମୌକା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ମୌକା=ସ୍ଥାନ; ସୁବିଧା)

[ସମ୍ପାଦନା]
୧. ଅଖଞ୍ଜ; ଅସୁବିଧା —୧. Inconvenience; want of opportunity.
୨. ଅସଙ୍ଗତି — ୨. Impropriety.
୩. ଅଯୋଗ୍ୟତା — ୩. Unfitness.

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଅଖଞ୍ଜିଆ; ଅସୁବିଧାଜନକ — ୧. Inconvenient
୨. ଅସାମୟିକ —୨. Unseasonable.
୩. ରୀତିବିରୁଦ୍ଧ; ଅସଙ୍ଗତ —୩. Improper; irregular.
୪. ଦେଶକାଶରୁ ଅନୁପଯୁକ୍ତ —୪. Inopportune.
୫. ସ୍ଥାନଭ୍ରଷ୍ଟ —୫. Displaced from the proper place.
୬. ଅଯୋଗ୍ୟ — ୬. Unfit.