Jump to content

ବେ ମରାମତି

ଉଇକିଅଭିଧାନ‌ରୁ

ବେ ମରାମତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବେମରମତି—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷଣ - (ଫାରାସୀ - ବେ+ମରମ୍ମତ=ଜୀର୍ଣ୍ଣସଂସ୍କାର)

ଯାହା ମରାମତ ହୋଇନାହଁ; ଅସଂସ୍କୃତ; ଜୀର୍ଣ୍ଣ; ସଂସ୍କାରବିହୀନ —Unreparied; out of repair.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଜୀର୍ଣ୍ଣ ଓ ଅସଂସ୍କୃତ ଅବସ୍ଥା —Want of repair; the state of beging unrepaired.