ବେ ମାଲୁମ୍
ଦେଖଣା
ବେ ମାଲୁମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ମାଆଲୁମ=ବୋଧ)
[ସମ୍ପାଦନା]- ୧. ଆଗୋଚର; ଅବିଦିତ; ଅଜଣା; ଅଜ୍ଞାତ —୧. Unknown; unperceived.
- ୨. ଅବୋଧ୍ୟ — ୨. Incomprehensible.
ବୈଦେଶିକ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅଜ୍ଞାତଭାବରେ —୧. Unawares.
- ୨. ଅଜଣାରେ — ୨. Without any previous initmation.