Jump to content

ବେ ମିଆଦ

ଉଇକିଅଭିଧାନ‌ରୁ

ବେ ମିଆଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ -(ଫାରାସୀ - )

[ସମ୍ପାଦନା]
୧. ଅସୀମ; ଯେଉଁ ବିଷୟରେ ମିଆଦ୍ ବା ସମୟରେ ସୀମା ନିର୍ଦ୍ଧାରିତ ନ ଥାଏ — ୧. Unlimited; indefinite; having no time fixed for performance beforehand; without any stipulated time.
୨. ମୁକରର; ସ୍ଥାୟୀ —୨. Permanent.
୩. ଚିରକାଳ ପାଇଁ ନିର୍ଦ୍ଧିଷ୍ଟ —୩. Settled for ever.
୪. ଯେଉଁ ବିଷୟ ବା ଦାବୀ ପ୍ରତି ତମାଦି ଆଇନ ଖଟେ ନାହିଁ —୪. Unaffected with the law of limitation.