ବେ ମିଆଦପଟା
ଦେଖଣା
ବେ ମିଆଦପଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ମିଆଦପଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ପଟାରେ ପଟାଲିଖିତ ବୃତ୍ତିକୁ ରଇତ କେତେକାଳ ସକାଶେ ଦଖଲ କରିବ ଏହା ଲେଖା ହୋଇ ନ ଥାଏ; ମୁକରୀପଟ୍ଟା; ଚିରସ୍ଥାୟୀ ପଟା —A permanent lease; a lease granted for an indefinite term.