ବେ ମିଆଦୀ ତମସୁକ
ଦେଖଣା
ବେ ମିଆଦୀ ତମସୁକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ମିଆଦୀ ତମସୁକ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]ଯେଉଁ ତମସୁକରେ ଋଣ ପରିଶୋଧ ପାଇଁ ମିଆଦ ବା କାଳ ନିର୍ଦ୍ଧାରିତ ହୋଇ ନ ଥାଏ —A bond in which no time is fixed before. hand and mentioned for liquidation of the debt.