Jump to content

ବେ ମୁରୁବୀ

ଉଇକିଅଭିଧାନ‌ରୁ

ବେ ମୁରୁବୀ

ଉଚ୍ଚାରଣ

[ସମ୍ପାଦନା]

[ବେମୁରୁବିଆ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବେ+ମୁରୁବ୍ୱୀ=ରକ୍ଷକ)

[ସମ୍ପାଦନା]
୧. ରକ୍ଷକ ବା ଅଭିଭାବକବିହୀନ —୧. Guardianless.
୨. ଅସ୍ୱାମିକ —୨. Masterless.
୩. (ଲକ୍ଷଣାର୍ଥ) ଉଚ୍ଛୁଙ୍ଖଳ —୩. Unrestrained.
୪. ଯାହାର କେହି ମୁରବ୍ୱୀ ବା ସହାୟକ ନ ଥାଏ —୪. Without a protector or parton.