ବେ ମେହନତି
ଦେଖଣା
ବେ ମେହନତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ମେହନତି
|
ବେମେହନ୍ତି, ବେମେହେନ୍ତିଅନ୍ୟରୂପ
ବୈଦେଶିକ - ବିଶେଷଣ - (ଫାରାସୀ - ବେମେହନ୍ନତ)
[ସମ୍ପାଦନା]- ୧. ସୁସ୍ଥୀ; ଯେ ପରିଶ୍ରମ କରେ ନାହିଁ, କୋଢ଼ିଆ; ଅଳସୁଆ —୧. Idle.
- ୨. ଶ୍ରମବିମୁଖ; ପରିଶ୍ରମକାତର — ୨. Not laborious.
===ବୈଦେଶିକ - ବିଶେଷ୍ୟ -
ପରିଶ୍ରମ ଅଭାବ —Want of labour.