Jump to content

ବେ ମୋହୋବତ

ଉଇକିଅଭିଧାନ‌ରୁ

ବେ ମୋହୋବତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବେମୋହୋବତି—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଫାରାସୀ - ବେମୁହବ୍ୱତ୍)

[ସମ୍ପାଦନା]
୧. ଚକ୍ଷୁଲଜ୍ଜାର ଅଭାବ —୧. Disregard and want of consideration for the feelings of others.
୨. ଅନୁରୋଧ, ଉପରୋଧାଦି ରକ୍ଷା ନ କରିବା —୨. Want of acting to please another.
୩. ନିର୍ମମତା —୩. Want of sympathy.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଯାହାର ଚକ୍ଷୁଲଜ୍ଜା ନାହିଁ —୧. Disregardful or insensitive to the feelings of others.
୨. ଯେ ପରର ଉପରୋଧ ଅନୁରୋଧ ରକ୍ଷା ନ କରେ —୨. Having no fear for another person's favour or displeasure.


୩. ଯେ ପରର ମନ ଜଗି କାମ କରିବାକୁ ଚେଷ୍ଟା ନ କରେ —୩. Not acting to please another.
୪. ନିର୍ଦ୍ଧୟ —୪. Unkind.
୫. ନିର୍ମମ —୫. Unsumpathetic.