ବେ ଲିଆଜି
ଦେଖଣା
ବେ ଲିଆଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେ ଲିଆଜି
|
(ବେଲିହାଜିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଫାରାସୀ - ବେ=ନିହାଜ୍=ସ୍ମରଣ)
[ସମ୍ପାଦନା]- ୧. ବିସ୍ମରଣ —୧. Forgetting.
- ୨. ଅଟକଳର ଅଭାବ; ବେଅନ୍ଦାଜ —୨. Want of idea of proportion.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ପାଶୋରି ପକାଏ —୧. Forgetful.
- ୨. ଯାହାର ଆଟକଳର ଜ୍ଞାନ ନାହିଁ —୨. Having no sense of proportion.