Jump to content

ବୈଁଶୋରି

ଉଇକିଅଭିଧାନ‌ରୁ

ବୈଁଶୋରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କ୍ଷୁଦ୍ର ବଂଶୀ —A small flute.

(ଉ—ଅକ୍ଷର ହୋଇଅଛି ବେଣୁ ଯେ ବୈଶୋରି ପ୍ରାଚୀ. ଗୁରୁଭକ୍ତି ଗୀତା)