Jump to content

ବୈକଳ୍ପିକ

ଉଇକିଅଭିଧାନ‌ରୁ

ବୈକଳ୍ପିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିକଳ୍ପ+ଇକ)

[ସମ୍ପାଦନା]
୧. (ବ୍ୟାକରଣ) ବିକଳ୍ପରେ ଯାହା ସିଦ୍ଧ ହୁଏ —୧. (grammar) Optional; alternative.
୨. ସନ୍ଦେହଯୋଗ୍ୟ —୨. Doubtful.