Jump to content

ବୈକାର

ଉଇକିଅଭିଧାନ‌ରୁ

ବୈକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିକାର+ଭାବ. ଅ)

[ସମ୍ପାଦନା]
୧. ବିକୃତି — ୧. Deterioration.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବିକାରସମ୍ୱନ୍ଧୀୟ —Relating to deterioration.

ଦେଶଜ - ବିଶେଷଣ -

[ସମ୍ପାଦନା]

ସାତ୍ତ୍ୱିକ —Relating to the satwa quality.

[ଉ—ବୈକାର ରାଜସ ତାମସ, ଏ ତିନିରୂପେ ତା ପ୍ରକାଶ ଜଗନ୍ନାଥ. ଭାଗବତ]