Jump to content

ବୈକୁଣ୍ଠ

ଉଇକିଅଭିଧାନ‌ରୁ

ବୈକୁଣ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିକୁଣ୍ଠ+ଅପତ୍ୟାର୍ଥେ. ଅ;ବହୁବ୍ରିହି; କିମ୍ୱା ବି= ବିବିଧ+କୁଣ୍ଠ=ମାୟା; ଯାହାର ବିବିଧ ମାୟା ବିଦ୍ୟମାନ ଅଛି କିମ୍ୱା ବି=ବିଗତ+କୁଣ୍ଠା; କୁଣ୍ଠାରହିତ ହୋଇ ଅର୍ଥାତ୍ ଆକୁଣ୍ଠି ତଦ୍ଭାବରେ ଯେ ପୃଥିବୀକୁ ସୃଷ୍ଟି କରି ଅଛନ୍ତି)

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ଇନ୍ଦ୍ର —୨. Indra.
୩. (ବି=ବିଗତ+କୁଣ୍ଠ=ପ୍ରତିବନ୍ଧକ)ଗୋଲୋକଧ୍ୟାମ; ବିଷ୍ଣୁଙ୍କ ପୁରୀ —୩. The abode of BIshṇu.
୪. ବୈଷ୍ଣବମାନଙ୍କ ସ୍ୱର୍ଗ —୪. The paradise of the B&aline;iline;shṇaabs.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.