ବୈକୁଣ୍ଠବାସୀ
ଦେଖଣା
ବୈକୁଣ୍ଠବାସୀ
ଉଚ୍ଚାରଣ
[ସମ୍ପାଦନା](ବୈକୁଣ୍ଠବାସିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବୈକୁଣ୍ଠବାସିନ୍; ୧ମା. ୧ବ)
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ଯେଉଁ ବିଷ୍ଣୁ— ଭକ୍ତମାନେ ମର ଦେହ ତ୍ୟାଗ କରିବା ପରେ ବୈକୁଣ୍ଠପୁରୀରେ ବାସ କରୁଅଛନ୍ତି —୨. The devotees of Bishṇu who after death tranmigrate to and permanently reside in Paradise.