Jump to content

ବୈକୃତ

ଉଇକିଅଭିଧାନ‌ରୁ

ବୈକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିକୃତ+ଭାବାର୍ଥେ. ଅ)

[ସମ୍ପାଦନା]
୧. ବିକୃତତ୍ୱ; କାୟିକ ବା ମାନସିକ ବିକାର —୧. The state of deterioration.
୨. ସ୍ଥାବରାଦି ସୃଷ୍ଟି —୨. The material creation.

[ଉ—ପ୍ରାକୃତ ବୈକୃତ ସଂସାର, ମହତ ସ୍ଥାନର ସଞ୍ଚାର ଜଗନ୍ନାଥ. ଭାଗବତ]