Jump to content

ବୈଖାନସ

ଉଇକିଅଭିଧାନ‌ରୁ

ବୈଖାନସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଖନ୍ ଧାତୁ+କର୍ତ୍ତୃ. ଅ;+ଅନ୍ ଧାତୁ= ଜୀବିତ ରହିବା+କର୍ତ୍ତୃ. ଅସ; ଯେଉଁମାନେ ବୃକ୍ଷମୂଳାଦିଦ୍ୱାରା ଜୀବିତ ରହନ୍ତି)

[ସମ୍ପାଦନା]
୧. ଏକଜାତୀୟ ଋଷି — ୧. A class of sages or ascetics.

(ଉ—ବୈଖାନସ ଗଣ ଘେନି ବାଟେ ମେଳା ଭଞ୍ଜ. ବୈଦେହୀଶ—ବିଳାସ)

୨. ବାନପ୍ରସ୍ଥ; ବନବାସୀ —୨. A Hindu who has renounced the home and gone to live in the forest.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବାନପ୍ରସ୍ଥ ସମ୍ୱନ୍ଧୀୟ —Relating to the third stage of a Hindu's life.