ବୈଗୁଣ୍ୟ
ଦେଖଣା
ବୈଗୁଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଗୁଣ+ ଭାବ. ଯ)
[ସମ୍ପାଦନା]- ୧. ବିଗୁଣତା; ଗୁଣରାହିତ୍ୟ; ବିକୃତତା —୧. Derangement; deterioration.
- ୨. ଅପରାଧ; ଦୋଷ —୨. Fault; guilt.
- ୩. ନୀଚତା —୩. Inferiority; meanness; lowness.
ଦେଶଜ - ବିଶେଷ୍ୟ - ===
- ୧. ବିଭକ୍ତି; ଅପ୍ରସନ୍ନତା —୧. Displeasure; annoyance.
- ୨. ତ୍ରୁଟି —୨. Defect.
- ୩. ଦୁଃଖ —୩. Grief; sorrow.