Jump to content

ବୈଚିତ୍ର୍ୟ

ଉଇକିଅଭିଧାନ‌ରୁ

ବୈଚିତ୍ର୍ୟ

ସଂସ୍କୃତ - ବିଶେଷ୍ୟ - (ବିଚିତ୍ର+ଭାବ. ଯ)

[ସମ୍ପାଦନା]
୧. ବିଚିତ୍ରତା; ଚମତ୍କାରିତ୍ୱ; ନାନାରୂପତା —୧. Variety; diversity.
୨. ସୌନ୍ଦର୍ଯ୍ୟ —୨. Beauty; elegance; grace.



ଉଚ୍ଚାରଣ

[ସମ୍ପାଦନା]

$1

  • (file)
  • (file)