Jump to content

ବୈଜ୍ଞାନିକ

ଉଇକିଅଭିଧାନ‌ରୁ

ବୈଜ୍ଞାନିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ଆଧୁନିକ ପ୍ରୟୋଗ) (ବିଜ୍ଞାନ+ସମ୍ୱନ୍ଧ ଓ ଜ୍ଞାନାର୍ଥ+ଇକ)—ବିଜ୍ଞାନସମ୍ୱନ୍ଧୀୟ — Scientific.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ===

୧. ବିଜ୍ଞାନବିଶାରଦ ପଣ୍ଡିତ — ୧. A scientific.
୨. ବିଶେଷଜ୍ଞ —୨. An expert; a specialist.