Jump to content

ବୈଣ

ଉଇକିଅଭିଧାନ‌ରୁ

ବୈଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବେଣୁ+ଜୀବିକାର୍ଥେ)

[ସମ୍ପାଦନା]

ବାଉଁଶ ବ୍ୟବସାୟୀ; ବେଣୁ— ଜୀବୀ —Trading in bamboos.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାଉଁସରେ ପାତ୍ରାଦି ନିର୍ମାଣକାରୀ ଡମ —The Dome caste who live upon the manufacture of bamboo-works.