Jump to content

ବୈଣବ

ଉଇକିଅଭିଧାନ‌ରୁ

ବୈଣବ

ଉଚ୍ଚାରଣ

[ସମ୍ପାଦନା]
(ବୈଣବୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ବେଣୁ=କୃତାର୍ଥେ. ଅ)

[ସମ୍ପାଦନା]
୧. ବାଉଁଶନିର୍ମିତ — ୧. Made of bamboo.
୨. ବାଉଁଶ ସଂକ୍ରାନ୍ତ —୨. Relating to bamboo.
୩. (ପୁଂ)ବେଣୁଜୀବୀ ବ୍ୟକ୍ତି —୩. Trading in bamboo or manufacturing bamboo work.
୪. ବାଉଁଶ ଧାନ —୪. Grains or seeds of bamboo.