Jump to content

ବୈତନିକ

ଉଇକିଅଭିଧାନ‌ରୁ

ବୈତନିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବେତନ+ଜୀବିକା ଅର୍ଥରେ ଇକ)

[ସମ୍ପାଦନା]
୧. ବେତନଭୋଗୀ —୧. Salaried; getting salary.
୨. ବେତନ ସାଧ୍ୟ —୨. Performable by means of salaried servants.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବେତନ—ଭୋଗୀ ଭୃତ୍ୟ —Salaried servant.