Jump to content

ବୈତରଣୀ

ଉଇକିଅଭିଧାନ‌ରୁ

ବୈତରଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବିଷମ ଅଟେ ତରଣ—ପାର ହେବା ଯହିଁରେ; ବି+ତରଣ+ଈ+ଇ; କିମ୍ୱା ବିତରଣ=ଦାନ+ଇ;+ଈ; ଦାନଦ୍ୱାରା ଯାହାକୁ ତରନ୍ତି)

[ସମ୍ପାଦନା]
୧. ଯମ ପୁରୀକୁ ବେଷ୍ଟନ କରିଥିବା ପୌରାଣିକ ନଦୀ — ୧. The mythological river surrounding the abode of the departed spirits (corresponding to the Styx of Gree mythology).

[ଦ୍ରଷ୍ଟବ୍ୟ —ଏହାର ଜଳ ରୁଧରମୟ, ତପ୍ତ, ଦୁର୍ଗନ୍ଧ ଓ ଅସ୍ଥିକଙ୍କାଳ ସମନ୍ୱିତ ମୃତ୍ୟୁ ପୂର୍ବରୁ ଗୋଦାନ ଦେଲେ ସେହି ଗରୁର ଲାଙ୍ଗୁଡ଼ ଧରି ଏ ମୃତ ବ୍ୟ୍ୟକ୍ତିର ପ୍ରେତ ନଦୀ ପାରି ହୁଏ ବୋଲି ପୁରାଣରେ ଲେଖା ଅଛି]

୨. ଉତ୍କଳର ନଦୀ ବିଶେଷ —୨. Name of a river in Orissa.

[ଦ୍ରଷ୍ଟବ୍ୟ —ଯାଜପୁର ଏହି ନଦୀ କୂଳରେ ଅବସ୍ଥିତ; ଏହା କେନ୍ଦୁଝରର ଗୋନାସିକା ପର୍ବତରୁ ବାହିରି ବଙ୍ଗୋପ— ସାଗରରେ ପଡ଼ିଅଛି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୃତ୍ୟୁ ପରେ ମୃତ ବ୍ୟ୍ୟକ୍ତିର ପ୍ରେତ ବିନା କଷ୍ଟରେ ତପ୍ତା ବୈତରଣୀ ନଦୀକୁ ପାରି ହେବା ଉଦ୍ଦେଶ୍ୟରେ ମୃତ୍ୟୁ ପୂର୍ବରୁ ଦିଆଯିବା ଗୋଦାନ ଆଦି —Gift of cows etc given by a dying person with a view to safely cross the B&aline;i̱taraṇī river after death.