Jump to content

ବୈତାଲ

ଉଇକିଅଭିଧାନ‌ରୁ

ବୈତାଲ

ଉଚ୍ଚାରଣ

[ସମ୍ପାଦନା]

(ବୈତାଳିକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବି=ବିବିଧ+ତାଳ=ବାଦ୍ୟାଦିର ଲୟ+ଅ)

[ସମ୍ପାଦନା]
୧. ସ୍ତୁତି ପାଠକ; ଭାଟ; ଯେଉଁମାନେ ପ୍ରଭାତ କାଳରେ ମଙ୍ଗଳ ଗାନ କରି ରାଜାଙ୍କର ନିଦ୍ରା ଭଙ୍ଗ କରନ୍ତି —୧. A herald; ministrel; a bard who awaens a ing by singing songs in the morning.
୨. ଗାରିଡ଼ି ବିଦ୍ୟା ସାଧକ; ବାଜିଗର; ବେତାଳ ସଆଧନ କରିଥିବା ବ୍ୟ୍ୟକ୍ତି; କୁହୁଡ଼ି —୨. A conjurer; magician.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବେତାଳ ସମ୍ୱନ୍ଧୀୟ —Relating to Betāḻa (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୋଇତାଳ ସମ୍ୱନ୍ଧୀୟ —Boitāḻa (See)