Jump to content

ବୈତୈଳୀୟ

ଉଇକିଅଭିଧାନ‌ରୁ

ବୈତୈଳୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଛନ୍ଦୋବିଶେଷ —A kind of metre.

[ଦ୍ରଷ୍ଟବ୍ୟ —ଏହି ଛନ୍ଦରେ ପ୍ରଥମ ଓ ତୃତୀୟ ପାଦରେ ୧୪:ଟି ଲଘ ବର୍ଣ୍ଣ ଓ ଦ୍ୱିତୀୟ ଏବଂ ଚତୁର୍ଥ ପାଦରେ ୧୬:ଟି ଲଘୁବର୍ଣ୍ଣ; ପ୍ରତ୍ୟେକ ପାଦର ପ୍ରଥମ ଓ ତୃତୀୟ ଅକ୍ଷର ଗୁରୁ ଏବଂ ଦ୍ୱିତୀୟ ଅକ୍ଷର ଲଘୁ]