ବୈଦର୍ଭ
ଦେଖଣା
ବୈଦର୍ଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିଦର୍ଭ=ଦେବ ବିଶେଷ+ସମ୍ୱନ୍ଧାର୍ଥେ ଓ ଭବାର୍ଥେ+ଅ)
[ସମ୍ପାଦନା]- ୧. ବିଦର୍ଭ ସମ୍ୱନ୍ଧୀୟ —୧. Relating to the Bidarbha country.
- ୨. ବିଦର୍ଭ ଦେଶୋ—ତ୍ପନ୍ନ —୨. Produced in the Bidarbha country.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଦର୍ଭ ରାଜ —୧. The king of the Bidarbha country.
- ୨. ଦମୟନ୍ତୀଙ୍କ ପିତା ଭୀମସେନ —୨. The father of Damayantī.
- ୩. ବାକ୍ଚାତୁର୍ଯ୍ୟ —୩. Skill in speech; cleverness of speech; Jugglery in speech.
- ୪. ଦନ୍ତ ଶୂଳ —୪. Tooth-ache.