ବୈଦର୍ଭୀ ରୀତି
ରଚନାରୀତି ବିଶେଷ; ସରଳ ସରଳ ଓ ମଧୁର ରଚନା ବିଶେଷ —A sweet and easy style in composition.
[ଦ୍ରଷ୍ଟବ୍ୟ —ଏ ରଚନା ଶ୍ରୁତିମଧୁର ଶବ୍ଦ ବିଶିଷ୍ଟ ଓ ସମାସହୀନ ବା ସ୍ୱଳ୍ପ ସମାସ ଯୁକ୍ତ ଅଟେ]