Jump to content

ବୈଦଳ

ଉଇକିଅଭିଧାନ‌ରୁ

ବୈଦଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦଳ+ ଅ)

[ସମ୍ପାଦନା]
୧. ମୁଗ ବିରି ଆଦି ଚୂନାରେ ତିଆରି ରୁଟି ବା ପିଠା —୧. Pastry cake made of pulse.
୨. ଭିକ୍ଷୁକର ମୃଣ୍ମୟ ପାତ୍ର —୨. Beggar's earthen bowl.