Jump to content

ବୈଦାନ୍ତିକ

ଉଇକିଅଭିଧାନ‌ରୁ

ବୈଦାନ୍ତିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବେଦାନ୍ତ+ ସମ୍ୱନ୍ଧ ଓ ଜ୍ଞାନାର୍ଥ ଇକ)

[ସମ୍ପାଦନା]

ବେଦାନ୍ତ ସମ୍ୱନ୍ଧୀୟ —Relating to the Bedānta.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବେଦାନ୍ତ ଦର୍ଶନବେତ୍ତା ପଣ୍ଡିତ —A person learned in the Bedānta Philosophy.