Jump to content

ବୈଦିକ କାଳ

ଉଇକିଅଭିଧାନ‌ରୁ

ବୈଦିକ କାଳ

ଉଚ୍ଚାରଣ

[ସମ୍ପାଦନା]

(ବୈଦିକଯୁଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]

ଭାରତୀୟ ଇତିହାସର ଯେଉଁ ଯୁଗରେ ବେଦ ବିଶେଷଭାବରେ ପ୍ରଚଳିତ ଥିଲା —The vedic age; the age in Indian history when the Bedas were followed.

[ଦ୍ରଷ୍ଟବ୍ୟ —କୌଣସି କୌଣସି ପଣ୍ଡିତ କହନ୍ତି ଯେ ଏହା ଆଜକୁ ୭ ବର୍ଷ ପୂର୍ବର କାଳ]