ବୈଦେଶିକ
ଦେଖଣା
ବୈଦେଶିକ
ଉଚ୍ଚାରଣ
[ସମ୍ପାଦନା](ବୈଦେଶୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବିଦେଶ+ସମ୍ୱନ୍ଧ ଓ ଭବ ଅର୍ଥରେ ଅ)
[ସମ୍ପାଦନା]- ୧. ବିଦେଶୀ; ବିଦେଶ ସମ୍ୱନ୍ଧୀୟ — ୧. Relating to a foreign country.
- ୨. ବିଦେଶାଗତ —୨. Come from a foreigncountry.
- ୩. ବିଦେଶୋତ୍ପନ୍ନ —୩. Produced in a foreign land.
- ୪. ଭିନ୍ନ ଦେଶବାସୀ —୪. Residing in a foreign country.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଦେଶୀୟ ବ୍ୟ୍ୟକ୍ତି —Foreigner; a stranger.