ବୈଦେହ
ଦେଖଣା
ବୈଦେହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିଦେହ=ମିଥିଳା+ସମ୍ୱନ୍ଧ ଓ ଭବ ଅର୍ଥରେ ଅ)
[ସମ୍ପାଦନା]- ୧. ମିଥିଳାବାସୀ —୧. Residing in Mithilā country.
- ୨. ମୈଥିଳ; ମିଥିଳା ଦେସ ସମ୍ୱନ୍ଧୀୟ —୨. Relating to Mithiḻā country (modern Bihar).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମିଥିଳାର ରାଜା —୧. The king of Mithiḻā.
- ୨. ଜନକ ରାଜା — ୨. King Janaka, the reputed father of
Sītā.
- ୩. ମିଥିଳାବାସୀ ବ୍ୟକ୍ତି —୩. A man of Mithiḻā.
- ୪. ବଣିକ୍ —୪, A trader;merchant.
- ୫. ଶୁଦ୍ରପିତୃ ଓ ବୈଶ୍ୟମାତୃକ ସଙ୍କର ଜାତି ବିଶେଷ —୫. A hybrid caste orginating in a ṡūdra father and B&aline;i̱ṡya mother.