Jump to content

ବୈଦେହିକ

ଉଇକିଅଭିଧାନ‌ରୁ

ବୈଦେହିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଦେହ+ ଇ)

[ସମ୍ପାଦନା]
୧. ବିଦେହ ବା ମିଥିଳା ସମ୍ୱନ୍ଧୀୟ —୧. Relating to the Mithiḻā country.
୨. ମିଥିଳାବାସୀ —୨. Residing in Mithiḻā.

[ଉ—ବ୍ୟବସ୍ଥିତେ ପୁଣି ସଲକ୍ଷଣେ ସେହି ବୈଦେହିକ ଜନେ ଚକୋରୁ ମୋହି ଭଞ୍ଜ. ବୈଦେହୀଶବିଳାସ]