Jump to content

ବୈଦେହୀଶବିଳାସ

ଉଇକିଅଭିଧାନ‌ରୁ

ବୈଦେହୀଶବିଳାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ)

[ସମ୍ପାଦନା]

ଉପେନ୍ଦ୍ର ଭଞ୍ଜଙ୍କ କୃତ ବୈଦେହୀଶ ବା ଶ୍ରୀରାମଚନ୍ଦ୍ରଙ୍କର ଜୀବନ— ଚରିତାତ୍ମକ ପଦ୍ୟ କାବ୍ୟ ବିଶେଷ —Name of an Oriya epic in ୪ volumes by Upendra Bhan̄ja, depicting the incidents of Rāmachandra's life, in which every line begins with the letter 'ba'

[ଦ୍ରଷ୍ଟବ୍ୟ —ଏହି ପୁସ୍ତକ୪ ଭାଗରେ ବିଭକ୍ତ ଗୋଟିଏ ପ୍ରକାଣ୍ଡ କାବ୍ୟ ଓ ଏଥିର ପ୍ରତ୍ୟେକ ପଦର ପ୍ରଥମ ଅକ୍ଷର 'ବ' ଅକ୍ଷରରେ ରଚିତ ହୋଇଅଛି ଏପରି ରଚନାବୈଚିତ୍ୟ ଓ ଶବ୍ଦ— ପାଣ୍ଡିତ୍ୟ ଅନ୍ୟାନ୍ୟ ଭାଷାର ସାହିତ୍ୟରେ ବିରଳ]