Jump to content

ବୈଦ୍ୟକ

ଉଇକିଅଭିଧାନ‌ରୁ

ବୈଦ୍ୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବୈଦ୍ୟ+ ସ୍ୱାର୍ଥେ କ)

[ସମ୍ପାଦନା]
୧. ଆୟୁର୍ବେଦୋକ୍ତ ଚିକିତ୍ସା ସମ୍ୱନ୍ଧୀୟ —୧. Relating to Āyurbedic treatment.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆୟୁର୍ବେଦ —୧. The Hindu medical science.
୨. ଆୟୁର୍ବେଦୀୟ ଚିକିତ୍ସା ଗ୍ରନ୍ଥ —୨. A treatment on the Hindu medical system.