Jump to content

ବୈଦ୍ୟ ଚନ୍ଦ୍ର

ଉଇକିଅଭିଧାନ‌ରୁ

ବୈଦ୍ୟ ଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୭ମୀ ତତ୍)

[ସମ୍ପାଦନା]
୧. ଶ୍ରେଷ୍ଠ ବୈଦ୍ୟ —୧. An eminent physician.

[ଉ—ବାଣୀ ନ୍ୟାସୁଁ ବୈଦ୍ୟ ଚନ୍ଦ୍ର ସୁଷେଣ ତ୍ୱରିତ ଭଞ୍ଜ. ବୈଦେହୀଶବିଳାସ]

୨. ଶ୍ରେଷ୍ଠ ବୈଦ୍ୟଙ୍କୁ ରାଜଦତ୍ତ ଉପାଧି ବିଶେଷ —୨. A title bestowed on eminent physicians.