Jump to content

ବୈଧ

ଉଇକିଅଭିଧାନ‌ରୁ

ବୈଧ

ଉଚ୍ଚାରଣ

[ସମ୍ପାଦନା]

(ଅବୈଧ—ବିପରୀତ)

ସଂସ୍କୃତ - ବିଶେଷଣ - (ବିଧି+ଅନପେତ ଅର୍ଥରେ ଅ)

[ସମ୍ପାଦନା]
୧. ବିଧି ସମ୍ମତ —୧. Conforming to rules.
୨. ରୀତି ସମ୍ମତ —୨. Conforming to usage or custom.
୩. ବିଧିସିଦ୍ଧ; ଆଇନ ସଙ୍ଗତ —୩. Legal;lawful.