Jump to content

ବୈଧାତ୍ର

ଉଇକିଅଭିଧାନ‌ରୁ

ବୈଧାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି ଧାତୁ+ ଅପତ୍ୟ ଅର୍ଥରେ ଅ)

[ସମ୍ପାଦନା]

ସନତ୍କୁମାରାଦି ବ୍ରହ୍ମାଙ୍କ ପୁତ୍ର —The sons of Brahmā.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବିଧାତୃ ବା ବ୍ରହ୍ମାସମ୍ୱନ୍ଧୀୟ —୧. Relating to the Creatot or Brahmā.
୨. ଐଶ୍ୱରିକ —୨. Divine.