Jump to content

ବୈଧୃତି

ଉଇକିଅଭିଧାନ‌ରୁ

ବୈଧୃତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି=ବିପରୀତ+ଧୂଳି=ଧୃତି ନାମକ ଶୁଭକର ଯୋଗ;ନିପାତନ)

[ସମ୍ପାଦନା]

ଜ୍ୟୋତିଷୋକ୍ତ ଯୋଗବିଶେଷ; ବିଷ୍ଣୁମ୍ଭାଦି ୨୭: ଯୋଗର ଶେଷୋକ୍ତ ଯୋଗ —One of the ୨୭ astrological conjunctions, which is considered as very inauspicious.

[ଦ୍ରଷ୍ଟବ୍ୟ —୨୭:ଟି ଯୋଗ ମଧ୍ୟରୁ ଏହି ଯୋଗ ଓ ବ୍ୟତିପାତ ଯୋଗ ଶୁଭକାର୍ଯ୍ୟରେ ସର୍ବଥା ପରିହାର୍ଯ୍ୟ; ଏ ଯୋଗରେ

ଶୁଭ କାର୍ଯ୍ୟ କରେ ବ୍ୟାଘାତ ଓ ବଳି ଲାଗି ସେ କାର୍ଯ୍ୟ ନଷ୍ଟ ହୁଏ] 

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ବୈଧୃତ (ଦେଖ) - B&aline;i̱dhṛuta (See)