Jump to content

ବୈନତେୟ

ଉଇକିଅଭିଧାନ‌ରୁ

ବୈନତେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ (ବିନତା+ଅପତ୍ୟାର୍ଥେ ଏୟ)

[ସମ୍ପାଦନା]
୧. ବିନତା ନନ୍ଦନ —୧. Son of Binatā.
୨. ଅରୁଣ — ୨. Dawn personifed.
୩. ଗରୁଡ଼ —୩. The mythological king of birds and the carrier of Bishṇu on his back.