Jump to content

ବୈନାୟିକ

ଉଇକିଅଭିଧାନ‌ରୁ

ବୈନାୟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିନୟ+ଇକ)

[ସମ୍ପାଦନା]

ବିନୟ ସମ୍ୱନ୍ଧୀୟ — Relating to humility or modesty.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୁଦ୍ଧରଥ —୧. War-chariot.
୨. (ବନାୟ=ଖଣ୍ଡନ+ଇକ; ଯେ ହିନ୍ଦୁ ଧର୍ମ ମତକୁ ଖଣ୍ଡନ କରେ) ବୌଦ୍ଧ —୨. A Buddhist.