Jump to content

ବୈବାହିକ

ଉଇକିଅଭିଧାନ‌ରୁ

ବୈବାହିକ

ଉଚ୍ଚାରଣ

[ସମ୍ପାଦନା]
(ବୈବାହିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବିବାହ+ଇକ)

[ସମ୍ପାଦନା]
୧. ବିବାହ ସମ୍ୱନ୍ଧୀୟ — ୧. Pertaning to marrage; marital.
୨. ବିବାହ ଉପଯୋଗୀ —୨. Fit to be given in marriage; marriageable.

ସଂସ୍କୃତ - ବିଶେଷ୍ୟ - ଫୁ

[ସମ୍ପାଦନା]

ସମୁଧୀ; ଜୋଇଁର ବାପ ବା ବୋହୂର ବାପ; ଆପଣାର ପୁତ୍ରର ବା କନ୍ୟାର ଶଶୁର —The father-in-law of one's son or one's daughter.