Jump to content

ବୈଭବ

ଉଇକିଅଭିଧାନ‌ରୁ

ବୈଭବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଭବ+ସ୍ୱାର୍ଥେ ଅ)

[ସମ୍ପାଦନା]
୧. ସମୃଦ୍ଧି; ଐଶ୍ୱର୍ଯ୍ୟ — ୧. Affluence; grandeur; pre-eminence.
୨. ଧନ; ସମ୍ପତ୍ତି —୨. Riches; wealth.
୩. ଅମାନୁଷିକ ଶକ୍ତି; ବିଭୂତି — ୩. Divinity; extraordinary power.
୪. ଶକ୍ତି —୪. Strength; might; power.
୫. ମହତ୍ତ୍ୱ; ମହିମା; ଗୌରବ — ୫. Glory; greatness.
୬. ସମ୍ମାନ — ୬. Honour; respect.