Jump to content

ବୈଭ୍ରାଜ

ଉଇକିଅଭିଧାନ‌ରୁ

ବୈଭ୍ରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଭ୍ରାଜ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]

କୁବେରଙ୍କ ଉଦ୍ୟାନ —The garden of the God of wealth.

ଦେଶଜ - ବିଶେଷଣ -

[ସମ୍ପାଦନା]

ଦେଦୀପ୍ୟମାନ — Dazzling.

(ଉ—ବନିସୁତ ସ୍ୱତ ଶୋଭିତ ଭୀତ ବୈଭ୍ରାଜ ବୈଭ୍ରାଜ ସୁରସା ରସା କରକର ବୀଜ ଭଞ୍ଜ. ବୈଦେହୀଶବିଳାସ)