ବୈମାତୃ
ବୈମାତୃକ, ବୈମାତୃକ, ବୈମାତ୍ରିୟ—ଅନ୍ୟରୂପ
ବୈମାତ୍ର; ବୈମାତ୍ରେୟ; ବିମାତାଙ୍କ ଗର୍ଭଜାତ —Born of the same father but from diffcrent mothers; born of one's step-mother.