Jump to content

ବୈମାନିକ

ଉଇକିଅଭିଧାନ‌ରୁ

ବୈମାନିକ

ଉଚ୍ଚାରଣ

[ସମ୍ପାଦନା]
(ବୈମାନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ବିମାନ+ଇକ)

[ସମ୍ପାଦନା]
୧. ବିମାନ ସମ୍ୱନ୍ଧୀୟ — ୧. Relating to an aerial car or balloon.
୨. ବିମାନଚାରୀ —୨. Travelling by means of cars or aeroplanes.

ସଂସ୍କୃତ - ବିଶେଷ୍ୟ - ଫୁ

[ସମ୍ପାଦନା]
୧. ବିମାନଚାଳକ —୧. The driver of a car.
୨. ବିମାନାରୋହୀ ବ୍ୟକ୍ତି —୨. A passenger in a car.