Jump to content

ବୈମୁଖ

ଉଇକିଅଭିଧାନ‌ରୁ

ବୈମୁଖ

ଉଚ୍ଚାରଣ

[ସମ୍ପାଦନା]
(ବୈମୁଖୀ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷଣ - ଫୁ (ସଂସ୍କୃତ - ବିମୁଖ)

[ସମ୍ପାଦନା]
୧. ଦୁଃଖିତ —୧. Sorry afflicted.
୨. ଅପ୍ରସନ୍ନ —୨. Despondent.
୩. ପ୍ରତିକୂଳ —୩. Unpropitionus; unfavourable.
୪. ପରାଙ୍ମୁଖ —୪. A verse.